Nach Genre filtern

ଥ୍ରୁ ଦା ବାଇବଲ @ ttb.twr.org/oriya

ଥ୍ରୁ ଦା ବାଇବଲ @ ttb.twr.org/oriya

Thru the Bible Oriya

ପଥପ୍ରଦର୍ଶିକା କାର୍ଯ୍ୟକ୍ରମ ଥ୍ରୁ ଦା ବାଇବଲ ସେବାକାର୍ଯ୍ୟର ବିଶ୍ବ ସ୍ତରିୟ ବାଇବଲ ଅଧ୍ୟୟନର ଏକ ଅଂଶ ଅଟେ ୤ ଏହି ଧାରାବାହିକ କାର୍ଯ୍ୟକ୍ରମ ଡା. ଜେ ଭାରମାନ ମାଗିଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଅଛି ଏବଂ ଏହାକୁ ୧୦୦ରୁ ଉର୍ଦ୍ଧ ଭାଷାରେ ଅନୁବାଦ କରି ପ୍ରସାରଣ କରାଯାଉଅଛି ୤ ଏହା ଧାରାବାହିକ ପ୍ରଣାଳୀଗତ କାର୍ଯ୍ୟକ୍ରମ ପ୍ରତିଦିନ ୩୦ ମିନିଟ ରେଡିଓ ଯୋଗେ ପ୍ରସାରଣ କରି ଶ୍ରୋତାମାନଙ୍କୁ ସଂପୁର୍ଣ୍ଣ ବାଇବଲ ଉପରେ ଶିକ୍ଷା କରାଯାଉଅଛି ୤ ସେହି କାର୍ଯ୍ୟକ୍ରମ ବର୍ତ୍ତମାନ ଆପଣଙ୍କ ନିମନ୍ତେ ଇଣ୍ଟେରନେଟ ମଧ୍ୟରେ ଉପଲବ୍ଧ ୤ ଆମେ ଧନ୍ୟବାଦି ଯେ ଆପଣ ଏହି କାର୍ଯ୍ୟକ୍ରମ ଶୁଣି ଈଶ୍ବରଙ୍କ ବାକ୍ୟରେ ବଢିବା ନିମନ୍ତେ ମନୋନିତ କରିଛନ୍ତି୤ ଆମେ ପରାମର୍ଶ ଦେବାକୁ ଚାହୁଛୁ ଯେ ସୋମବାର ଠାରୁ ଶୁକ୍ରବାର ଯାଏ ଅନ୍ତତଃ ଗୋଟିଏ କାର୍ଯ୍ୟକ୍ରମ ଶୁଣନ୍ତୁ ୤ ଯଦି ଆପଣ ପ୍ରତିଦିନ ଗୋଟିଏ କାର୍ଯ୍ୟକ୍ରମ ଶୁଣିବେ ତେବେ ୫ ବର୍ଷ ମଧ୍ୟରେ ସଂପୁର୍ଣ୍ଣ ବାଇବଲ ଅଧ୍ୟୟନ କରିପାରିବେ ୤

1843 - ଦ୍ବୀତିୟ କରିନ୍ଥୀୟ 12 : 7, 13 : 1 - 4
0:00 / 0:00
1x
  • 1843 - ଦ୍ବୀତିୟ କରିନ୍ଥୀୟ 12 : 7, 13 : 1 - 4
    Thu, 16 May 2024 - 30min
  • 1842 - ଦ୍ବୀତିୟ କରିନ୍ଥୀୟ 11 : 16, 12 : 1 - 6
    Wed, 15 May 2024 - 30min
  • 1841 - ଦ୍ବୀତିୟ କରିନ୍ଥୀୟ 11 : 1 - 15
    Tue, 14 May 2024 - 30min
  • 1840 - ଦ୍ବୀତିୟ କରିନ୍ଥୀୟ 10 : 2- 18
    Mon, 13 May 2024 - 30min
  • 1839 - ଦ୍ବୀତିୟ କରିନ୍ଥୀୟ 9 : 7 - 10 : 1
    Fri, 10 May 2024 - 30min
Weitere Folgen anzeigen