Podcasts by Category

ଥ୍ରୁ ଦା ବାଇବଲ @ ttb.twr.org/oriya

ଥ୍ରୁ ଦା ବାଇବଲ @ ttb.twr.org/oriya

Thru the Bible Oriya

ପଥପ୍ରଦର୍ଶିକା କାର୍ଯ୍ୟକ୍ରମ ଥ୍ରୁ ଦା ବାଇବଲ ସେବାକାର୍ଯ୍ୟର ବିଶ୍ବ ସ୍ତରିୟ ବାଇବଲ ଅଧ୍ୟୟନର ଏକ ଅଂଶ ଅଟେ ୤ ଏହି ଧାରାବାହିକ କାର୍ଯ୍ୟକ୍ରମ ଡା. ଜେ ଭାରମାନ ମାଗିଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଅଛି ଏବଂ ଏହାକୁ ୧୦୦ରୁ ଉର୍ଦ୍ଧ ଭାଷାରେ ଅନୁବାଦ କରି ପ୍ରସାରଣ କରାଯାଉଅଛି ୤ ଏହା ଧାରାବାହିକ ପ୍ରଣାଳୀଗତ କାର୍ଯ୍ୟକ୍ରମ ପ୍ରତିଦିନ ୩୦ ମିନିଟ ରେଡିଓ ଯୋଗେ ପ୍ରସାରଣ କରି ଶ୍ରୋତାମାନଙ୍କୁ ସଂପୁର୍ଣ୍ଣ ବାଇବଲ ଉପରେ ଶିକ୍ଷା କରାଯାଉଅଛି ୤ ସେହି କାର୍ଯ୍ୟକ୍ରମ ବର୍ତ୍ତମାନ ଆପଣଙ୍କ ନିମନ୍ତେ ଇଣ୍ଟେରନେଟ ମଧ୍ୟରେ ଉପଲବ୍ଧ ୤ ଆମେ ଧନ୍ୟବାଦି ଯେ ଆପଣ ଏହି କାର୍ଯ୍ୟକ୍ରମ ଶୁଣି ଈଶ୍ବରଙ୍କ ବାକ୍ୟରେ ବଢିବା ନିମନ୍ତେ ମନୋନିତ କରିଛନ୍ତି୤ ଆମେ ପରାମର୍ଶ ଦେବାକୁ ଚାହୁଛୁ ଯେ ସୋମବାର ଠାରୁ ଶୁକ୍ରବାର ଯାଏ ଅନ୍ତତଃ ଗୋଟିଏ କାର୍ଯ୍ୟକ୍ରମ ଶୁଣନ୍ତୁ ୤ ଯଦି ଆପଣ ପ୍ରତିଦିନ ଗୋଟିଏ କାର୍ଯ୍ୟକ୍ରମ ଶୁଣିବେ ତେବେ ୫ ବର୍ଷ ମଧ୍ୟରେ ସଂପୁର୍ଣ୍ଣ ବାଇବଲ ଅଧ୍ୟୟନ କରିପାରିବେ ୤

1840 - ଦ୍ବୀତିୟ କରିନ୍ଥୀୟ 10 : 2- 18
0:00 / 0:00
1x
  • 1840 - ଦ୍ବୀତିୟ କରିନ୍ଥୀୟ 10 : 2- 18
    Mon, 13 May 2024 - 30min
  • 1839 - ଦ୍ବୀତିୟ କରିନ୍ଥୀୟ 9 : 7 - 10 : 1
    Fri, 10 May 2024 - 30min
  • 1838 - ଦ୍ବୀତିୟ କରିନ୍ଥୀୟ 8 : 6, 9 : 1 - 6
    Thu, 09 May 2024 - 30min
  • 1837 - ଦ୍ବୀତିୟ କରିନ୍ଥୀୟ 8 : 1 - 5
    Wed, 08 May 2024 - 30min
  • 1836 - ଦ୍ବୀତିୟ କରିନ୍ଥୀୟ 7 : 2 - 16
    Tue, 07 May 2024 - 30min
Show More Episodes