Podcasts by Category

Odia nka Katha

Odia nka Katha

Jayaprakash Das

ଓଡ଼ିଶାର କଳା, ସଂସ୍କୃତି, ଭାଷା ଖାଦ୍ୟ ପାନୀୟ ର କଥା କାହାଣୀ କୁ ଆପଣ ଙ୍କ ପାଖରେ ପହଂଚାଇବା ର ଏହା ଏକ ଛୋଟ ପ୍ରୟାସ

4 - ଚାଲ ଖାଇବା ଦହିବରା
0:00 / 0:00
1x
  • 4 - ଚାଲ ଖାଇବା ଦହିବରା

    ଏହି ଅଧ୍ୟାୟ ରେ ଆମେ ଦହିବରା ର ଉତ୍ପତି, ଇତିହାସ ସମ୍ପର୍କରେ ଆଲୋଚନା କରିଛୁ ଏବଂ ଦହିବରା ଆଳୁଦମ ଦିବସ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରିଛୁ --- Send in a voice message: https://podcasters.spotify.com/pod/show/odia-nka-katha/message

    Sun, 12 Jul 2020 - 09min
  • 3 - ଓଡ଼ିଆଙ୍କ ପସନ୍ଦର ମିଠା ଛେନାପୋଡ଼ର କାହାଣୀ

    ଆଜିର ଏହି ଅଧ୍ୟାୟ ରେ ଛେନାପୋଡ ର ଅକସ୍ମାକ ଆବିଷ୍କାର ସମ୍ପର୍କରେ ଏବଂ ଅନ୍ୟାନ୍ୟ ତଥ୍ୟ ସମ୍ବନ୍ଧରେ ଆଲୋଚନା ହୋଇଛି 

    --- Send in a voice message: https://podcasters.spotify.com/pod/show/odia-nka-katha/message
    Sun, 05 Jul 2020 - 06min
  • 2 - ରଥ, ପଥ ଓ ଜଗନ୍ନାଥ: ରଥଯାତ୍ରା ବିଶେଷ

    ଏହି ଅଧ୍ୟାୟରେ  ରଥଯାତ୍ରା ର ଇତିହାସ, ପ୍ରଭୁଙ୍କ ରଥଯାତ୍ରା ସମୟର ନୀତିକାନ୍ତି, ପୌରାଣିକ ଦିଗ ଓ ଓଡ଼ିଆ ମାନଙ୍କ ସହିତ ଜଗନ୍ନାଥ ଙ୍କ ଭାବାବେଗ ସମ୍ବନ୍ଧରେ ଆଲୋଚନା ହୋଇଛି

    --- Send in a voice message: https://podcasters.spotify.com/pod/show/odia-nka-katha/message
    Sun, 28 Jun 2020 - 19min
  • 1 - ବନ୍ଦେ ଉତ୍କଳ ଜନନୀ ର କାହାଣୀ: ରାଜ୍ୟ ସଂଗୀତ ର ମାନ୍ୟତା ଲାଭ ଓ ଅନ୍ୟାନ୍ୟ ଇତିହାସ

    ଏହି ଅଧ୍ୟାୟରେ ନିକଟ ଅତୀତ ରେ ରାଜ୍ୟ ସଂଗୀତ ର ମାନ୍ୟତା ଲାଭ କରିଥିବା ବନ୍ଦେ ଉତ୍କଳ ଜନନୀ ର ଇତିହାସ ଏବଂ ଅନ୍ୟାନ୍ୟ ଦିଗ ରେ ରେ ଆଲୋଚନା ହୋଇଛି 

    --- Send in a voice message: https://podcasters.spotify.com/pod/show/odia-nka-katha/message
    Sun, 21 Jun 2020 - 12min